Type Here to Get Search Results !

ଗ୍ରାଣ୍ଡ ମାଷ୍ଟର ପ୍ରଜ୍ଞାନନ୍ଦ ପୁଣି ରୋକିଲେ କାର୍ଲସେନ୍ ଙ୍କୁ ଚେସ୍ ବିଶ୍ୱକପ୍ ଫାଇନାଲ ରେ

ଗ୍ରାଣ୍ଡ ମାଷ୍ଟର ପ୍ରଜ୍ଞାନନ୍ଦ ପୁଣି ରୋକିଲେ କାର୍ଲସେନ୍ ଙ୍କୁ ଚେସ ବିଶ୍ୱକପ୍ ଫାଇନାଲ ରେ
ବକୁ: ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍‌ ପ୍ରଜ୍ଞାନନ୍ଦ ଓ ବିଶ୍ବ ୧ ନମ୍ବର ନରୱେ ଗ୍ରାଣ୍ଡମାଷ୍ଟର ମାଗ୍ନସ୍‌ କାର୍ଲସେନ୍‌ଙ୍କ ମଧ୍ୟରେ ଫିଡେ ବିଶ୍ବକପ୍‌ ଫାଇନାଲ୍‌ର ଦ୍ବିତୀୟ ଗେମ୍‌ ମଧ୍ୟ ଅମୀମାଂସିତ ରହିଛି। ମଙ୍ଗଳବାର ଖେଳାଯାଇଥିବା ପ୍ରଥମ ଗେମ୍‌ ମଧ୍ୟ ଅମୀମାଂସିତ ରହିଥିଲା। ଏହାଫଳରେ ମ୍ୟାଚ୍‌ ଏବେ ଟାଇବ୍ରେକରକୁ ଚାଲିଯାଇଛି। ଗୁରୁବାର ଟାଇବ୍ରେକର ମ୍ୟାଚ୍‌ ଖେଳାଯିବ। ବୁଧବାର ମ୍ୟାଚ୍‌ରେ ୩୦ତମ ମୁଭ୍‌ ପରେ ଉଭୟ ଖେଳାଳି ଅମୀମାଂସିତ ପାଇଁ ସହମତି ଦେଇଥିଲେ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.