7th ବେତନ କମିଶନ : ନୂତନ ବର୍ଷ 2022 ରେ ଏକ କୋଟି ସରକାରି କର୍ମଚାରଙ୍କ ଦରମା-ପେନସନ ବୃଦ୍ଧି ହେବାକୁ ଯାଉଛି ଆସନ୍ତୁ ଜାଣିବା କେତେ ଟଙ୍କା ବୃଦ୍ଧି ହଉଚି |
ODISHA NEWS19 ODIA
December 10, 2021
ନୂଆଦିଲ୍ଲୀ: ନୂତନ ବର୍ଷରେ, କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏକ ବଡ଼ ଖସି ଖବର ଆଣିପାରେ। କର୍ମଚାରୀଙ୍କ ଦରମାରେ ଜବରଦସ୍ତ ବୃଦ୍ଧି ହୋଇପାରେ। ସପ୍ତମ ବେତନ ଆୟୋଗରେ କେନ୍ଦ୍ର ସରକାରୀ କର୍ମଚାରୀମାନେ ଜୁଲାଇ ୧ରୁ DA ବୃଦ୍ଧି ପାଇଁ ଦାବି କରୁଛନ୍ତି। ଏବେ ଆଉ ଥରେ ମହଙ୍ଗା ଭତ୍ତା (DA)କୁ ୨୮ରୁ ୩୧ ପ୍ରତିଶତକୁ ବୃଦ୍ଧି କରିବା ପାଇଁ କଳ୍ପନା ଜଳ୍ପନା ଚାଲିଛି।