Homeପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣାସୀର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣାସୀର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ODISHA NEWS19 November 30, 2021 0 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣାସୀର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି | ଯେଉଁଥିରେ ସ୍ଵାତି ନାମକ ଜଣେ ମହିଳା ଭିକ ମାଗି ପେଟ ପୋଷୁଥିବାର ଦେଖିବାକୁ ମିଳିଛି | ସବୁଠାରୁ ଗୃରୁତ୍ଵପୁର୍ଣ କଥା ହେଉଛି ସ୍ଵାତି ଜଣେ ଶିକ୍ଷିତ ମହିଳା | ସେ କମ୍ପ୍ୟୁଟର ବିଜ୍ଞାନରେ ସ୍ନାତକ ହାସଲ କରିବା ସହ ଭଲ ଇଂରାଜୀ ମଧ୍ୟ କହୁଛନ୍ତି Newer Older
Please do not enter any spam link in the comment box